None
କେବେ ବି କାହାକୁ ଅଧିକ ବିଶ୍ୱାସ ଓ ଭରସା କରିବା ଉଚିତ ନୁହଁ, କାରଣ ସେହି ବିଶ୍ୱାସ ଓ ଭରସା ହିଁ ମର୍ମକୁ ଆଘାତ କଲାଭଳି ଦୁଃଖ ଦିଅନ୍ତି l କାରଣ ଅନେକ ସମୟରେ ଆମ ନିଜ ଛାଇ ବି ନିଜର ହୋଇ ରହି ପାରୁନି, ବରଂ ସାଧାରଣ ମଣିଷ ବା କେମିତି ବିଶ୍ୱାସ ଓ ଭରସାର ଯୋଗ୍ୟ ହୋଇ ସବୁଦିନ ପାଇଁ ରହିପାରିବ ?
ରୁଷି ଯାଇଥିବା ଲୋକଙ୍କୁ ମନେଇ ହେବ, କିନ୍ତୁ ବଦଳି ଯାଇଥିବା ଲୋକଙ୍କୁ କେବେ ବି ମନେଇ ହେବ ନାହିଁ l
ଭାଗ୍ୟରେ ଥିଲେ ସୁବନ୍ଧୁ ମିଳେ, ବନ୍ଧୁତା ବିନା ଜୀବନ ଅଧୁରା l