I'm Manjula and I love to read StoryMirror contents.
ହିଂସାର ଆଶ୍ରୟ ନିଅ ନାହିଁ ନରେ, ଜୀବନ ଉତ୍ସର୍ଗ ଅନ୍ୟ ଉପକାରେ
ସେ ରହେ ସଂସାରେ ସବୁଠୁ ଉର୍ଦ୍ଧ୍ବରେ ପର ଲାଗି ଯିଏ ପ୍ରାଣ ଦେଇପାରେ।