Gobinda Chandra Sethi
Literary Colonel
1860
Posts
1
Followers
1
Following

None

Share with friends
Earned badges
See all

ବିଶ୍ୱାସ ରଖିକି କରୁଥିବା ଯାତ୍ରା ବୁଝକି ନ ବୁଝ ତାହା ବିନା କଳ୍ପନାର ଫଳ ମିଳିଯିବ ଦେଖିବ ଜୀବନ ରାହା

ସମସ୍ୟାକୁ ଯଦି କରିବା ସାଧନ ମିଳିଯିବ ଆମେ ସବୁ ସମାଧାନ

ବନ୍ଧୁତ୍ୱର ନାହିଁ ପର କି ଡେ଼ଣା ପ୍ରେମ ଭରିଥିଲେ ସମ୍ପର୍କ ବଣା

ପବିତ୍ରତା ଯଦି ହୃଦରେ ବସିବ ହୋଇବ ଉତ୍ତମ ଧାମ ତୀର୍ଥକ୍ଷେତ୍ର ଆଉ ଖୋଜା ହେବନାହିଁ ଦେଖିବାକୁ ଚାରିଧାମ

ଅସତ୍ୟର ଗତି ଭାରି ପ୍ରଖର କ୍ଷଣକେ ସହସ୍ର କୋଷ କେବେ କରିବାନି ବିଶ୍ୱାସ ଏହାକୁ ସତ୍ୟଟା ହେଵ ନିରାଶ

ସମ୍ପର୍କ ଆମର ଏମିତି ଗଢିବା କେହି ପାରିବାନି ଭୁଲି ଛାଡି ଚାଲିଗଲେ ଏ ମର ଶରୀର ହେଉଥିବେ ଖାଲି ଭାଳି

ପ୍ରତିଦିନ ଆସେ ନୂତନ ଚେତନା ହାତ ଛଡା କଲେ ହେବା ବାଟବଣା

ଆଜିର ସମୟ ବଡ଼ ସମ୍ପତ୍ତି ଅବହେଳା କଲେ ମାଡ଼େ ବିପତ୍ତି

ଦିନ ପରେ ଦିନ କିପରି ବିତିବ ରଖିବା ତାହାର ଧ୍ୟାନ ନୋହିଲେ ଏ ଦିନ ଘୋଷାଡ଼ିବ ନିତି ହେଉଥିବା ହୀନିମାନ


Feed

Library

Write

Notification
Profile