Akshayakumar Dash
Literary Colonel
AUTHOR OF THE YEAR 2019,2021 - NOMINEE

718
Posts
213
Followers
13
Following

ଶିକ୍ଷକତା କାର୍ଯ୍ୟରୁ ଅଵସର, ପ୍ରକୃତି କୁ ଭଲପାଇବା ଓ ଶିଶୁ କବିତା ଲେଖନରେ ରୁଚି ।ସ୍ୱାଭିମାନି ଓ ପରିଶ୍ରମୀ ଓଡ଼ିଆ ଓ ହିନ୍ଦୀ ଭାଷାରେ ଗଳ୍ପ କବିତା ପ୍ରବନ୍ଧ ମାନ ରଚନା କରିଆସୁଛି।

Share with friends

ନିଜଭିତର ଆଲୋକ ହିଁ ନିଜକୁ ସାହାଯ୍ୟ କରିବ,ଆଲୋକ ଆଉ କେଉଁଠି ନାହିଁ।

ବୃକ୍ଷ ଟି ରୋପଣ କଲାପରେ ତାର ଫୁଲ ଫଳ ଦେଖିବାକୁ ସମୟ ଲାଗେ

ଆଧ୍ୟାତ୍ମିକ ବିଶ୍ୱାସ ମନୁଷ୍ୟକୁ ସଂଜମ ଓ ଶ୍ରଦ୍ଧା ରଖିବାକୁ ପ୍ରେରଣା ମିଳେ

ନିଜଭିତର ଗୁଣ ପ୍ରତେକ ପାଖରେ ଅଛି କାହାକୁ ଅଣଦେଖା କରିବା ନିଜର ଅଜ୍ଞତା

ମୌନରହି ବିଶ୍ୱକର୍ମା କଂ ସହ ସମ୍ପର୍କ ରଖିବା ଅର୍ଥ ଧ୍ୟାନ

ସମୟ ଆସିଲେ ଗଛରେ ଫୁଲର ସମ୍ଭାର, ବସନ୍ତ ପଶିଲେ ପଳାସ ର ରଙ୍ଗ ଭରା ଓଢଣୀ, କେବଳ ଅପେକ୍ଷାରେ

"ମନରେ ବହୁତ ଭାବନା ଆସେ, ଭାବନା ଗୁଡିକୁ କାଯ୍ୟରେ ପ୍ରୟୋଗକରିବା ସମ୍ଭାବନା ଦେଖାଯାଏନାହିଁ, ତେଣୁ କର୍ମ ଉପରେ ଗୁରୁତ୍ୱ ଦେଇ ମନକୁ ଆୟତ୍ତ କରିବାକୁ ପଡେ "

ମନରେ ଭୟ କି ଅକାରଣ ସୋଚନା ଆସିବାର କାରଣ ନିଜକୁ ଧ୍ୟାନ ଦେବାକି ଆନନ୍ଦ ପାଉଥିବା କାର୍ଯ୍ୟରେ ବ୍ୟାଘାତ ଘଟିଛି

ମନର ଗତିକୁ ନିୟତ୍ରଣ କରେ ଧ୍ୟାନ ଧ୍ୟାନରୁ ପ୍ରାପ୍ତ ହୁଏ ଜ୍ଞାନ


Feed

Library

Write

Notification
Profile