ଶିକ୍ଷକତା କାର୍ଯ୍ୟରୁ ଅଵସର, ପ୍ରକୃତି କୁ ଭଲପାଇବା ଓ ଶିଶୁ କବିତା ଲେଖନରେ ରୁଚି ।ସ୍ୱାଭିମାନି ଓ ପରିଶ୍ରମୀ ଓଡ଼ିଆ ଓ ହିନ୍ଦୀ ଭାଷାରେ ଗଳ୍ପ କବିତା ପ୍ରବନ୍ଧ ମାନ ରଚନା କରିଆସୁଛି।
Share with friends
"ମନରେ ବହୁତ ଭାବନା ଆସେ, ଭାବନା ଗୁଡିକୁ କାଯ୍ୟରେ ପ୍ରୟୋଗକରିବା ସମ୍ଭାବନା ଦେଖାଯାଏନାହିଁ, ତେଣୁ କର୍ମ ଉପରେ ଗୁରୁତ୍ୱ ଦେଇ ମନକୁ ଆୟତ୍ତ କରିବାକୁ ପଡେ "