ଲେଖିବା ପାଇଁ ମୋତେ ବହୁତ୍ ଭଲ ଲାଗେ ।ମୁଁ କେବଳ ଓଡ଼ିଆ ରେ ଏବେ ଯାଏଁ ଲେଖିଛି ।ଭଲ ଲେଖକଙ୍କୁ ମୁଁ ସମ୍ମାନ କରେ ।ମୁଁ ଭାବେ ଯେ ଲେଖିବା ଗୋଟିଏ କଳା ହେଲେ ମଧ୍ୟ ସମାଜ ପାଇଁ ଗୋଟିଏ ଦାୟିତ୍ବ ଅଟେ । ଲେଖକ ଭଲ ଲେଖିବା ପାଇଁ ସବୁବେଳେ ଚେଷ୍ଟିତ ହେବା ଦରକାର ଅଟେ ।ଯାହା କି ସମାଜ ପାଇଁ ଦର୍ପଣ ସଦୃଶ୍ୟ ଅଟେ ।
Share with friends
No Audio contents submitted.