Danger does not recognise time.
Astrologer -
Sj. jagannath Das Bhadrak
ଦେଶବାସୀ ମାନେ ସର୍ବଦା, ସୁଶାସନ ଆଶା କରନ୍ତି l
Astrologer -
Sj. jagannath Das, Bhadrak
ମନୁଷ୍ୟ ବେଶ ଓ ଅଭିପ୍ରାୟ ରେ ପାର୍ଥକ୍ୟ ଥାଏ ll
Astrologer -Sj. jagannath Das, Bhadrak
ଯାହାର ପ୍ରତିକାର କରିହେବନାହିଁ ତାକୁ ସହ୍ୟ କାରବାକୁ ହୁଏ l
Astrologer-Sj. jagannath Das, Bhadrak
ଓଁ ନାମ ଉଚ୍ଚାରଣ ପ୍ରତିଦିନ ନିର୍ଦିଷ୍ଟ ସମୟ ରେ କଲେ,
ମାନସିକ ଶାନ୍ତି ମିଳିବା ସହ ଶାରୀରିକ ବିକାଶ ସାଧିତ ହୋଇଥାଏ
Astrologer -
Sj. j. n Das,
Bhadrak, Soro
ଇଷ୍ଟ ସ୍ମରଣ ରେ ନିଜର ହୃଦୟ ସମ୍ବେଦନ ଶୀଳ ହୁଏll
Astrologer -
Sj. jagannath Das, Bhadrak, soro
ଯୁକ୍ତି ସଂଗତ କଥା -ବିପଦ ଓ ଭୟ କୁ ନାଶ କରିଥାଏ ll
Astrologer-
Sj. jagannath Das,
Soro- Bhadrak
କାମ କ୍ରୋଧ ଲୋଭ ନର୍କର ଦ୍ୱାର ସଦୃଶ
ମାନବ ର ଭଲ ଜ୍ଞାନ ଅଛି
କିଂତୁ ଏହା ଛାଡେନି ଅବଶ୍ୟ
ପଢୁଆଁ ଅଷ୍ଟମି
************