I'm Gayatri and I love to read StoryMirror contents.
Share with friends
कुछ हासील करने के लिए इछा करने से कुछ नहीं होगा, जब फेसला अटल हो लोग समझ पाएंगे हम उसके लिए किस हद तक जा सकते हैं.
ବସା ଭାଙ୍ଗିଗଲା ପରେ ମଧ୍ୟ, ଚଢେଇ ଟି ପୁଣି ବସା ବାନ୍ଧିବା ତାର କରମ... ସ୍ବପ୍ନ ପୂରଣ ନ ହେଲେ ମଧ୍ୟ, ନୂଆ ସ୍ବପ୍ନ ଦେଖି ଆଗକୁ ବଢିବା ହିଁ ଜୀବନ...
କେବଳ ଲୁହ ରେ କଷ୍ଟନଥାଏ କିଛି ହସ ରେ ବି କଷ୍ଟ ଥାଏ, ଆଉ ଯଉ ହସ ରେ କଷ୍ଟ ଥାଏ ସେ ହସ ଖୁସି ହେଇନଥାଏ, ମନ ତଳେ ଚାପି ହେଇ ରହିଥିବା ବେଦନା ହେଇଥାଏ..