Pallabini Acharya
Literary Captain
161
Posts
176
Followers
237
Following

ମୁଁ ଜଣେ ଲେଖିକା ଓ ପାଠିକା।

Share with friends

ଅତୀତ ଯନ୍ତ୍ରଣା ଦିଏ, ବର୍ତ୍ତମାନ ସେହି ଯନ୍ତ୍ରଣାକୁ ଲାଘବ କରେ।।

ଜୀବନରେ ଜଳୁଥିବା କିଛି ନିଆଁ ଜାଳିବାପାଇଁ ଆସିନଥାଏ, ବରଂ ଜୀବନକୁ ଆଲୋକିତ କରିବାପାଇଁ ଆସିଥାଏ।

ମଣିଷର ସ୍ୱାର୍ଥ ସରିଗଲେ ଚିହ୍ନା ମୁଁହ ମଧ୍ୟ ଅଚିହ୍ନା ପାଲଟିଯାଏ।

ଶୁଣିବା ପାଇଁ ଅଭ୍ୟାସ କରନ୍ତୁ ଏହି ଦୁନିଆରେ ଶୁଣେଇବା ପାଇଁ ଅନେକ ଲୋକ ଅଛନ୍ତି।। ସବୁବେଳେ ହସିବା ଶିଖନ୍ତୁ ଆଖିରେ ଲୁହ ଦେବାପାଇଁ ଅନେକ ଲୋକ ଅଛନ୍ତି।। ପଲ୍ଲବିନୀ ଆଚାର୍ଯ୍ୟ

ଦିନ ଥିଲା ସେ କହୁଥିଲେ ମୋ ଭାଗ୍ୟରେ ଯଦି ତୁ ନ ଆସିଲୁ ମୁଁ ବଞ୍ଚିପାରିବି ନାହିଁ। କିନ୍ତୁ ଆଜି ସେ ବଞ୍ଚିଛନ୍ତ ଏହି ଶବ୍ଦ ଅନ୍ୟ କାହାକୁ କହିବା ପାଇଁ।

ନିଜର ଲୋକ କେବେ ଆଖିରେ ଲୁହ ଦିଅନ୍ତି ନାହିଁ । ଯାହାକୁ ଆମେ ନିଜର ଭାବି ଭୁଲ କରୁ ସେମାନେ ହିଁ ଆମ ଆଖିରେ ଲୁହ ଦେଇଥାନ୍ତି।

ଦୁଇ ଗୋଡ଼ିଆ ପ୍ରାଣୀଙ୍କୁ ସବୁବେଳେ ସାହାଯ୍ୟ କରିବା ଉଚିତ ନୁହେଁ। କାରଣ ଆପଣଙ୍କର ବିପଦ ବେଳରେ ସେମାନେ ସାହାଯ୍ୟ କରିବେ ନାହିଁ।।।।

ଇଚ୍ଛା ଶକ୍ତି ମଣିଷକୁ ଉଚିତ ରାସ୍ତା ଦେଖାଏ।

ହାରି ଯାଇଥିବା ବ୍ୟକ୍ତି ପଛକୁ ଫେରିବା ଉଚିତ ନୁହେଁ।


Feed

Library

Write

Notification
Profile