I'm PRAVAS KUMAR and I love to read StoryMirror contents.
ଜୀବନରେ ଏମିତି ପରିସ୍ଥିତି ଆସେ ଯାହାର ଆଗକୁ ଗଲେ ସଫଳତା ପଛକୁ ଆସିଲେ ବିଫଳତା | ଯିଏ ମନଯୋଗ ଦେଇ ପରିଶ୍ରମ କରି ପରିସ୍ଥିତି କୁ ମାଡି ଆଗକୁ ଗଲା ସେହି ହିଁ ବିଜୟୀ | ପ୍ରଭାସ କୁମାର ସାହୁ