@chandrakanti-mahakud

Chandrakanti Mahakud
Literary Captain
34
Posts
0
Followers
0
Following

I'm Chandrakanti and I love to read StoryMirror contents.

Share with friends
Earned badges
See all

ଦୁଃଖ ଆସେ ଜୀବନରେ ନିଜର କିଏ ଜଣେ ଇବା ପାଇଁ। ସୁଖ ଆସେ ଜୀବନରେ ସମସ୍ତଙ୍କୁ ନିଜର କରିବା ପାଇଁ।

ସବୁବେଳେ ସବୁ କାମରେ ହାରିଗଲେ ଲୋକ ମାନେ ହସନ୍ତି ମଜାକ୍ ଉଠାନ୍ତି। ହେଲେ ଯେତେ ବେଳେ ହାରିବା ଲୋକ ଟି ଯିତି ଯାଏ। ସେତେବେଳେ ସିଏ ହେଡ ଲାଇନ୍ ହୋଇ ଯାଏ।

ନିଜ ର କୈଣସି କଥା କୁ ନେଇ ଗର୍ବ କରନ୍ତୁ ନାହିଁ। କାହିଁକି ନା ସେଗୁଡ଼ିକ କ୍ଷଣ ସ୍ଥାୟୀ।

ତୁମ କୁ ଜୀବନରେ କିଛି ମିଳିନାହିଁ। ମନ ଦୁଃଖ କରନି। ସମୟ ଆସିଲେ ତୁମ କୁ ତୁମ ଭାଗରେ ଥିବା ହସ ଖୁସି ମିଳିଯିବ।

ଅତୀତ କୁ ଭୂଲି । ଖୁସି ରେ ରହିଲେ ବର୍ତମାନ ଆସେ। ହେଲେ ସେହି ଅତୀତ ଯଦି ସମୟ ସହ ଫେରିଆସେ ତାହେଲେ ଜୀବନ ନଷ୍ଟ ହୋଇଯାଏ।

ମୁଁ ସମୟ ପାଖରେ ହାରିଯାଇ ଚି। ସମୟ ମତେ ଆଣି ଦୁଇ ଛକି ରେ ଛିଡା କରି ଦେଇ ଛି।

ଜୀବନରେ ବଞ୍ଚିବା କୁ ହେଲେ ବହୁତ କଣ୍ଟା ଆସିଥାଏ। ହେଲେ ତାକୁ ସାମ୍ନା କରିବାକୁ ହିଁ ଜୀବନ କୁହାଯାଏ।

ଜୀବନରେ ବଞ୍ଚିବା କୁ ହେଲେ ବହୁତ କଣ୍ଟା ଆସିଥାଏ। ହେଲେ ତାକୁ ସାମ୍ନା କରିବାକୁ ହିଁ ଜୀବନ କୁହାଯାଏ।

ଜୀବନରେ ବଞ୍ଚିବା କୁ ହେଲେ ବହୁତ କଣ୍ଟା ଆସିଥାଏ। ହେଲେ ତାକୁ ସାମ୍ନା କରିବାକୁ ହିଁ ଜୀବନ କୁହାଯାଏ।


Feed

Library

Write

Notification
Profile