@ersaw47u

Bholanatha Bagarty
Literary Colonel
12
Posts
13
Followers
0
Following

ଛାତ୍ର ଜୀବନ

Share with friends
Earned badges
See all

Submitted on 16 Jul, 2020 at 12:55 PM

ଅନ୍ୟର ଖୁସି ଦେଖି ସହିବା ଲୋକ ଏସଂଶାରରେ ବିରଳ, କାହିଁକି କେଜାଣି?

Submitted on 13 May, 2020 at 01:25 AM

ମାତୃ ଦିବସ ପାଳନରେ ମାର ଶ୍ରଦ୍ଧା ନାହିଁ ବରଂ ମାଁ ର ଶ୍ରଦ୍ଧାରେ ହିଁ ପ୍ରତିଦିନ ମାତୃ ଦିବସ ହେବା ଉଚିତ୍। ଭୋଳାନାଥ ବଗର୍ତ୍ତୀ

Submitted on 11 Feb, 2020 at 11:54 AM

ସୁଖ ଦୁଃଖ ଚିର ନୁହନ୍ତି ଜଗତେ ସଭିଙ୍କର ଅଛି କ୍ଷୟ ଆଜିଯା ବଦନ ହରଷରେ ପୂର୍ଣ କାଳିକା ବିଷାଦ ମୟ। *ସର୍ବ ସମନ୍ଵୟ ଭାବ ପୋଷଣ କରିବା।

Submitted on 20 Aug, 2019 at 02:51 AM

ଅସୁନ୍ଦର ବୋଲି ତୋତେ ମାଡୁଛିକି ଲାଜ ମାତ୍ର ଯେବେ ଗୁଣ ଅଛି ରୂେପରେ କି କାର୍ଯ୍ୟ ଗୁଣର ଗାରିମା ଜାଣିଥାନ୍ତି ଜ୍ଞାନୀ ନର ନାରୀଏ କରନ୍ତି ସିନା ରୂପର ଆଦର।

Submitted on 24 Jul, 2019 at 11:43 AM

ମଣିଷ ମହୁମାଛି ର ମହୁ କୁ ଚୋରି କରି ନେଇ ପାରିବ କିନ୍ତୁ ମହୁ ତିଆରି କରିବା ର କୌଶଳ କୁ ନୁହେଁ।

Submitted on 18 Jul, 2019 at 12:23 PM

ସତ କେବେ ଲୁଚି ରାହେନା ମିଛର କୁହେଲିକାରେ ମନ କେବେ ମିଶି ପାରେନା ମନରେ ବିଦ୍ୱେଷ ଥିଲେ ।


Feed

Library

Write

Notification

Profile