@bholanatha-bagarty

Bholanatha Bagarty
Literary Colonel
AUTHOR OF THE YEAR 2021 - NOMINEE

16
Posts
13
Followers
0
Following

ଲେଖକ ଓ ପାଠକ ।

Share with friends

ଶାନ୍ତିର ସନ୍ଧାନେ ଅଧର୍ମକୁ କରେ ଆସରା, ଧର୍ମେ ଥିଲେ ସଦା ଶାନ୍ତି ମିଲେ ପରା।

ଅନ୍ୟର ଖୁସି ଦେଖି ସହିବା ଲୋକ ଏସଂଶାରରେ ବିରଳ, କାହିଁକି କେଜାଣି?

ମାତୃ ଦିବସ ପାଳନରେ ମାର ଶ୍ରଦ୍ଧା ନାହିଁ ବରଂ ମାଁ ର ଶ୍ରଦ୍ଧାରେ ହିଁ ପ୍ରତିଦିନ ମାତୃ ଦିବସ ହେବା ଉଚିତ୍। ଭୋଳାନାଥ ବଗର୍ତ୍ତୀ

ସୁଖ ଦୁଃଖ ଚିର ନୁହନ୍ତି ଜଗତେ ସଭିଙ୍କର ଅଛି କ୍ଷୟ ଆଜିଯା ବଦନ ହରଷରେ ପୂର୍ଣ କାଳିକା ବିଷାଦ ମୟ। *ସର୍ବ ସମନ୍ଵୟ ଭାବ ପୋଷଣ କରିବା।

ଅସୁନ୍ଦର ବୋଲି ତୋତେ ମାଡୁଛିକି ଲାଜ ମାତ୍ର ଯେବେ ଗୁଣ ଅଛି ରୂେପରେ କି କାର୍ଯ୍ୟ ଗୁଣର ଗାରିମା ଜାଣିଥାନ୍ତି ଜ୍ଞାନୀ ନର ନାରୀଏ କରନ୍ତି ସିନା ରୂପର ଆଦର।

ମଣିଷ ମହୁମାଛି ର ମହୁ କୁ ଚୋରି କରି ନେଇ ପାରିବ କିନ୍ତୁ ମହୁ ତିଆରି କରିବା ର କୌଶଳ କୁ ନୁହେଁ।

ସତ କେବେ ଲୁଚି ରାହେନା ମିଛର କୁହେଲିକାରେ ମନ କେବେ ମିଶି ପାରେନା ମନରେ ବିଦ୍ୱେଷ ଥିଲେ ।


Feed

Library

Write

Notification
Profile