ଫକୀର ପରିଡ଼ା
Literary Brigadier
164
പോസ്റ്റ്സ്
0
ഫോളോവെർസ്
0
ഫോളോവിങ്

ମୁଁ ଜଣେ ଲେଖକ ଓ ଗାଳ୍ପିକ କାହାଣୀ ଲେଖା ମୋ ଜୀବନ ଯୋଗାଯୋଗ ଠିକଣା ଅନୁଗୁଳ what's app number/ 9348349234

കൂട്ടുകാരുമായി പങ്കുവെക്കുക
Earned badges
See all

ମୁଁ କିଏ କଣ ନିଜକୁ ଚିହ୍ନିବା ପାଇଁ ଚେଷ୍ଟା କର

*🦋 ଜୀବନଟା ବହୁତ ସୁନ୍ଦର ଏଟେ। ଜୀବନର ମୂଲ୍ଯବାନ ଗୋଟିଏ "ଦିନ" ଗୋଟିଏ "ଘଣ୍ଟା" ଗୋଟିଏ "ମିନିଟ" ଗୋଟେ "ସେକେଣ୍ଡ" କୁ ନଷ୍ଟ କରିଦେଲେ,ଆଉ ଫେରି ଆସିବ ନାହିଁ। ତେଣୁ ରାଗ, ରୁଷା, ଅଭିମାନ କୁ ଭୁଲି ଜୀବନର ଆନନ୍ଦ ଉଠାନ୍ତୁ।* *🦋 ନାଁ ଆପଣ କିଛି ନେଇକି ଯିବେ,ନାଁ ମୁଁ କିଛି ନେଇକି ଯିବି,ଯାହା ଥିଲା*

*🦋 ଏହି ଦୁନିଆରେ ଏକମାତ୍ର ନିରପେକ୍ଷ,ଜନ୍ମ କରିଥିବା ମା ଅଟେ। ସେହିଁ କେବଳ ସର୍ବଦା ନିଜ ପିଲାମାନଙ୍କ ପାଇଁ ବ୍ୟାକୁଳ ରହିଥାଏ।ବିନିମୟରେ ସେ କିଛି ଆଶା କରନ୍ତି ନାହିଁ।କିନ୍ତୁ ସେ ପିଲା ଦିନେ ବଡ ହୋଇ ସେ ମାକୁ ଆଘାତ ଦେବାପାଇଁ ପଛାଏ ନାହିଁ।*

🦋 ସନ୍ଦେହର କିଛି Treatment ନାହିଁ..ଚରିତ୍ରର କୌଣସି Proof ନାହିଁ..ମୌନ ରହିବା ଠାରୁ କୌଣସି ଭଲ Steps ନାହିଁ..ଆଉ ଶବ୍ଦ ଠାରୁ Hard Words କିଛି ନାହିଁ।*

*🦋 ହଠାତ୍ ରାଗି ଯାଇ କିଛି ନିଷ୍ପତ୍ତି ନେବା ପୂର୍ବରୁ ଅନୁତଃ ଥରେ ଭାବନ୍ତୁ,କାହିଁକିନା ଇତିହାସ ସାକ୍ଷୀ ଅଛି ଯେ ପ୍ରତ୍ୟେକ ରାଗ ଜୀବନରୁ କିଛି ନା କିଛି ଛଡ଼େଇ ନେଇଥାଏ।*

*🦋 ବେଳେବେଳେ ଏମିତି କିଛି କଥା ମନକୁ ଆସେ ଯେ ଯାହା ବିତିଯାଇଛି ତାକୁ ଭାବିବା ବୃଥା,କିନ୍ତୁ ପ୍ରକୃତ କଥା ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ସଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ।*

*ସତ ଓ ଭାବନା* *ଦୁଇ ଭାଇ* *ସ୍ଵପ୍ନ ଓ ଦୁଃଖ* * ଦୁଇ ଭଉଣୀ* *କାରଣ ଓ କିନ୍ତୁ* *ବାପା ମାଆ* * ଅତୀତ ଓ ଭବିଷ୍ୟତ* *ଜେଜେ ଜେଜେମା ନାତି ନାତୁଣୀ * * ବାବା ଫକୀର*

ଗୋଟିଏ ଜୀବନକାଳରେ ଆପଣ ବଞ୍ଚିବାର ଉପାୟ ସଂଖ୍ୟା ଅସୀମ | ତେବେ ନିଜକୁ କାହିଁକି ସୀମିତ ରଖିବ? ଆକାଶ ସୀମା ନୁହେଁ | ବ୍ରହ୍ମାଣ୍ଡ ବାହାରେ |

ସତ୍ୟ ଗୁମ୍ଫାରେ ବସି ମିଥ୍ୟା ପରି ଲୁଚି ନଥାଏ | ଏହା ଗର୍ବର ସହିତ ବୁଲାବୁଲି କରେ ଏବଂ ସିଂହ ପରି ଉଚ୍ଚ ସ୍ୱରରେ ଗର୍ଜନ କରେ |


ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ