ABINAS SAHOO
Literary Captain
AUTHOR OF THE YEAR 2021 - NOMINEE

30
Posts
19
Followers
13
Following

ପିଲା ଦିନରୁ ଲେଖା ପ୍ରତି ଆକର୍ଷଣ ରହି ଆସିଛି | ସର୍ବଦା ମୁଁ ଚେଷ୍ଟା କରେ ମୋ ଲେଖାରେ ବାସ୍ତବିକତା କୁ ଦର୍ଶାଇବାକୁ ଏବଂ ଲେଖିଲା ବେଳେ କାହାଣୀର ଗୋଟେ ପାତ୍ର ହୋଇ ଯାଏ | ଏହା ମତେ ବହୁତ ଆନନ୍ଦ ଦେଇ ଥାଏ |

Share with friends

କିଛି ସମ୍ପର୍କ କୁ ବଞ୍ଚାଇବାକୁ ହେଲେ ତୁମକୁ ସବୁବେଳେ ଆଗକୁ ଆସିବାକୁ ପଡେ... ଯଦି ତୁମ କିଛି ଦିନ ତାଙ୍କ ସହ କଥା ବାର୍ତ୍ତା ବନ୍ଦ କରି ଦେଲ... ସେମାନେ ତୁମକୁ ଭୁଲି ଯିବାକୁ ପଛେଇବେ ନାହିଁ ||

"ଅଳସୀ ଆଖିରେ ଅଳସୀ ଲାଜ ପ୍ରିୟା ତୋ ପାଇଁ daily ହନ୍ତସନ୍ତ, କେତେବେଳେ ରାଗି ଯାଉଛ କେତେବେଳେ ହସି ଦୁଇ ପଦ କହି ଦେଉଛ||"

Don't lOOse yOur sMile on your fAcE, Because yOur sMile is PreciOus for Me.

"Responsibility that gives you patient's as well as strength. "

ଘରର ସ୍ତମ୍ଭ ଯଦି ବାପା ହୁଅନ୍ତି, ତେବେ ମା' ହେଉଛି ଚଟାଣ, ମା'ର ପଣତକାନି ହେଉଛି ଛାତ ||

କର୍ତ୍ତବ୍ୟ ଆଗରେ ସବୁ ଫିକା ପଡ଼ିଯାଏ ଯେତେବେଳେ ତାକୁ ସେ ଭାଗବାନ ଭାବିନିଏ | ଅବିନାଶ ସାହୁ

କର୍ତ୍ତବ୍ୟ ଆଗରେ ସବୁ ଫିକା ପଡ଼ିଯାଏ ଯେତେବେଳେ ତାକୁ ସେ ଭାଗବାନ ଭାବିନିଏ | ଅବିନାଶ ସାହୁ

ମନୁଷ୍ୟ ନିଜର ବୁଦ୍ଧି ବିବେକ ହରାଇ ଦିଏ, ଯେତେବେଳେ ସେ ନିଜକୁ ମହାନ ବୋଲି ଭାବିନିଏ |

ମନୁଷ୍ୟ ନିଜର ବୁଦ୍ଧି ବିବେକ ହରାଇ ଦିଏ, ଯେତେବେଳେ ସେ ନିଜକୁ ମହାନ ବୋଲି ଭାବିନିଏ |


Feed

Library

Write

Notification
Profile