କବି ଓ କବିତାକୁ ଭଲ ପାଉଥିବା ଗୋଟେ କ୍ଷୁଦ୍ର କବିତା ପ୍ରେମୀକା ଟିଏ l
Share with friends
ନିଜ ଲୋକଙ୍କଠାରୁ ଯେତିକି ସମୟ ମିଳୁଛି ସେତିକିରେ ସନ୍ତୁଷ୍ଟ ହେବା ଭଲ, କାରଣ ଜୋର ଜବରଦସ୍ତ ମାଗି ବ୍ୟବହାର କରିବାରେ ଭଲ ପାଇବା କମିଯାଇଥାଏ l
ନିଜ ଲୋକଙ୍କଠାରୁ ଯେତିକି ସମୟ ମିଳୁଛି ସେତିକିରେ ସନ୍ତୁଷ୍ଟ ହେବା ଭଲ, କାରଣ ଜୋର ଜବରଦସ୍ତ ମାଗି ବ୍ୟବହାର କରିବାରେ ଭଲ ପାଇବା କମିଯାଇଥାଏ l
ଆସିଲା ନବ ବରଷ ଆଣିଲା ପ୍ରେମର ସ୍ପରଶ ସକଳ ଦୁଃଖର ହେଉ ବିନାଶ ଆସିଲା ନବ ବରଷ ମନରେ ଜାଗୁ ନବ ଆଭାଷ ଜୀବନ ହେଉ ସଦା ସରସ ଆସିଲା ନବ ବରଷ l