I'm SAROJ KUMAR and I love to read StoryMirror contents.
Share with friends
ଶକ୍ତିପ୍ରଦାୟୀନି ଆହେ ମହାମାୟୀ, ଆଜି ଏ ଭୂଲୋକ ଡାକେ ତ୍ରାହି ତ୍ରାହି । ମହାମାରୀ ଠାରୁ କର ଉଦ୍ଧାର ମାଁ, ଯୁଗ ଯୁଗ ରହୁ ତୁମରି ମହିମା ।।