ସମଗ୍ର ଦେଶରେ ଶାନ୍ତି ବିସ୍ତାର କରିବାର ପ୍ରୟାସ କରେ ଜଣେ ରାଷ୍ଟ୍ରୀୟ ନାୟକ , ସେ ଦେଶକୁ ବିପଦ ମୁଖରୁ ରକ୍ଷା କରିବା ପାଇଁ ନିଜ ଜୀବନ କୁ ବାଜି ଲଗେଇ ଦିଏ... ଯେମିତି ସେଦିନ ମହାତ୍ମା ଗାନ୍ଧୀ ଦେଶ ପାଖରେ ନିଜକୁ ସମର୍ପି ଦେଇଥିଲେ.... ଇନ୍ଦୁ

ସ୍ନେହ ମମତାର ବାଉଁଶ ନଡ଼ା ରେ ଗଢା, ମୋ ଶ୍ରୀମନ୍ଦିର ସମ ପରିବାର। ଏଠି, ଶାଗ ପଖାଳ ରୁ ମହ୍ ମାହ ବସେ ଛପନ ଭୋଗ ର ସୁଆଦିଆ ପ୍ରସାଦ..... ଇନ୍ଦୁ