Ashok Kumar Pradhan
Literary Colonel
137
Posts
34
Followers
43
Following

ଅନୁଭୂତି ହିଁ ସୃଜନଶୀଳତାର ଆବିଷ୍କାର କରାଏ l

Share with friends
Earned badges
See all

ଅକ୍ଲାନ୍ତ ଚେଷ୍ଟା ତୁମର ସମସ୍ତ କାର୍ଯ୍ୟ କୁ ସୁନ୍ଦର ଭାବେ ସମାପନ କରିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ l ✍️ @shok

କେବେ ହେଲେ ଅତି ଖୁସିରେ ଭାବ ବିହ୍ଵଳ ହୋଇ ଭୁଲ କରି ବସ ନାହିଁ l -@shok

ମୃତ୍ୟୁ ଯେବେ ପଛରୁ ହାତ ଠାରି ଡାକେ ସେତେବେଳେ ବଞ୍ଚିବାକୁ ଭାରି ଇଚ୍ଛା ହୁଏ l —@shok

ରଙ୍ଗ ବଜାରରେ ରଙ୍ଗ ଜୋକର ପାଲଟି ଅଭିନୟ କରିବା ଟା ଏତେ ସହଜ ନୁହେଁ l ✍️ @shok

"ଅନନ୍ତ ପଥ ର ଯାତ୍ରୀ ହେବାକୁ ହେଲେ ସର୍ବ ପ୍ରଥମେ ନିଜ ଅହଙ୍କାର କୁ ତ୍ୟାଗ କରିବାକୁ ହେବ l " ✍️ @shok

"ମଣିଷ ନିଜ କ୍ଷମତା ଦେଖାଇବାକୁ ଯାଇ ସାମାଜିକ ଏକତା କୁ ଚୂର୍ଣ୍ଣ ବିଚୂର୍ଣ୍ଣ କରି ସାରିଛି l" ✍️ @shok

"ମୃତ୍ୟୁ ର ବିଭିଷିକା ରେ ଆଜି ସାରା ସଂସାର ଅସ୍ତବ୍ୟସ୍ତ l ଏବେ ବି ସମୟ ଅଛି ନିଜକୁ ସୁଧାରିବାର l" ✍️ @shok

"ମୋ ହୃଦୟର ସ୍ପନ୍ଦନର ପ୍ରତ୍ୟେକ ମୁହୂର୍ତ୍ତରେ ତୁମ ନାମ ହିଁ ଲେଖା ହୋଇଛି l ✍️ @shok

"ମୋ ହୃଦୟର ସ୍ପନ୍ଦନର ପ୍ରତ୍ୟେକ ମୁହୂର୍ତ୍ତରେ ତୁମ ନାମ ହିଁ ଲେଖା ହୋଇଛି l ✍️ @shok


Feed

Library

Write

Notification
Profile