SUBRAT SETHY
Literary Lieutenant
6
Posts
0
Followers
0
Following

✍️ସୁବ୍ରତ🅱️+

Share with friends
Earned badges
See all

ମୁଁ ଗର୍ବିତ ଯେ, ଜଣେ ଓଡ଼ିଆ ମା' ମୋ ଭାରତର ସର୍ବୋଚ୍ଚ ନାଗରିକ । ମୁଁ ଗର୍ବିତ ଯେ, ଜଣେ ଆଦିବାସୀ ମା' ମୋ ଭାରତର ସର୍ବୋଚ୍ଚ ପଦାଧିକାରୀ । ମୁଁ ଗର୍ବିତ ଯେ, ଜଣେ ଓଡ଼ିଆଣୀ ଆମ ଭାରତର ରାଷ୍ଟ୍ରପତି । ମୁଁ ଗର୍ବିତ ଯେ, ଜଣେ ଭଞ୍ଜ ଭୂମିର ପୁତ୍ରୀ ଆମ ଭାରତର ସର୍ବୋଚ୍ଚ ଉତ୍ତରାଦାୟୀ । ମୁଁ ଗର୍ବିତ ଯେ, ପଛୁଆ ବର୍ଗର ଜଣେ ମହିଳା ଏହି ଭାରତର ସର୍ବୋଚ୍ଚ ଶାସନ କର୍ତ୍ତା । ମୁଁ ଗର୍ବିତ ଯେ, ମୋ ଓଡ଼ିଆ ମାଟିର ମା' ଆଜି ଏହି ଦେଶର ଐକ୍ୟ ର ପ୍ରତୀକ ।


Feed

Library

Write

Notification
Profile