@sanjaya-ananda-kumar-tripathy

Sanjaya Ananda Kumar Tripathy
Literary Colonel
AUTHOR OF THE YEAR 2021 - NOMINEE

129
Posts
8
Followers
0
Following

Lyricist(Songs available in You Tube),writes on popular science,story,poem,humour story & poem in Oriya, Sambalpuri, Hindi & English.16 books has already been published.

Share with friends
Earned badges
See all

सब कुछ दूर है अब वक़्त बदल गया है, अपनी शहर में सब का चेहरा अजनवी लग रहा है। -संजय

ପ୍ରତିଟି ମୁହୂର୍ତ୍ତ ଯୁଗ ପରି ଲାଗେ ଦୁଃଖ ଆସି ପହଞ୍ଚିଲେ, ରାତି ହୋଇଯାଏ ସପତ ରାତି ତ ସରେ ନାହିଁ କେତେବେଳେ । -ସଞ୍ଜୟ

ଅନ୍ଧାର ଭିତରେ ଦୀପ ଶିଖାଟିଏ ଖୋଜୁଥାଏ ଏ ମଣିଷ, ଅନ୍ତର ଭିତରେ ଦୁଃଖ ଚାପି ରଖି ମୁହେଁ ରଖିଥାଏ ହସ । -ସଞ୍ଜୟ

ସ୍ୱପ୍ନ ହିଁ ଦିଏ ଶକ୍ତି ଦିଏ ନିରାଶା ଭିତରେ ଆଶାର ଆଲୋକ, ଜୀବନକୁ ଭଲ ପାଇବାର ସ୍ୱପ୍ନ ଏକ ଅଦୃଶ୍ୟ ସନ୍ତକ । -ସଞ୍ଜୟ

ଲୋଡ଼ା ନାହିଁ ହାର ଫୁଲଟିଏ ଦିଅ ହେବ ତାହା ଫୁଲ ମାଳ, ସେଇ ମାଳେ ଗୁନ୍ଥା ତୁମ ଅନୁରାଗ ରହି ଥିବ କାଳ କାଳ । -ସଞ୍ଜୟ

ଆଖିରେ ତୁମର ଲୁହ ଆସିଗଲେ ଆସିଯିବ ମୋ ପାଖକୁ, ହସିବାର କଥା ଦେଇ ପାରିବିନି ଲୁହ ନେଇଯିବି ମୋ ଆଖିକୁ । -ସଞ୍ଜୟ

ହସ ନାମେ ନିତି ଲୁହ ପିଇ ପିଇ ବଞ୍ଚିରହେ ଏଠି ଯିଏ, ଜୀବନ ଯୁଦ୍ଧରେ ଅବଶ୍ୟ ବିଜୟ ଲାଭ କରେ ପୁଣି ସିଏ । -ସଞ୍ଜୟ

ପ୍ରେମର ଭାଷା ତ ଏକ ଦୁନିଆଁରେ ସଭିଏଁ ପାରନ୍ତି ବୁଝି, ତୁମେ ବି ଜାଣିଛ ମୁଁ ବି ଜାଣିଛି ତଥାପି ଅବୁଝା ଆଜି । -ସଞ୍ଜୟ

କାନ୍ଦିବାକୁ ଇଛା ଥାଇ ଯେବେ ପୁଣି ଲୁହ ଆସେ ନାହିଁ ଆଖି, ସେ ବେଦନା କଥା କହିବି ହୁଏନି ମନ ରହିଥାଏ ସାକ୍ଷୀ । -ସଞ୍ଜୟ


Feed

Library

Write

Notification
Profile