Hemanta Kumar Dash
Literary Colonel
64
పోస్ట్లు
18
అనుచరులు
2
అనుసరిస్తున్నారు

ଆଶୁକବି

స్నేహితులతో పంచుకోండి
Earned badges
See all

ସବୁତ ସମୟ ଖେଳ...... ଧନୀକୁ ଗରୀବ ଗରୀବକୁ ଧନୀ କାହା ପାଇଁ ପୁଣି କାଳ।।

ଦେଶର ମାଲିକ ଯେବେ ନିଃସହାୟ ଜାଣିବା ସଙ୍କଟ ହେଲା, ସଙ୍କଟ ବେଳରେ ମାଲିକ ସାଥିରେ ସାଥେ ସାଥେ ଥିବା ମଲା।

ଅତ୍ୟାଧୁନିକ ଯୁଗରେ ବ୍ୟକ୍ତିବାଦ ହେତୁ ହିଂସା ବୃଦ୍ଧି ପାଏ।

ସ୍ନାତକ ଡିଗ୍ରୀତ ହାସଲ କରିଲି ଶିଖିଲିନି ଶିଷ୍ଟାଚାର, ନୈତିକ ଶିକ୍ଷା ର ଲେଶ ନାହିଁ ଏଠି ଭୁଲବା ଅଛି କାହାର?

ସ୍ନାତକ ଡିଗ୍ରୀତ ହାସଲ କରିଲି ଶିଖିଲିନି ଶିଷ୍ଟାଚାର, ନୈତିକ ଶିକ୍ଷା ର ଲେଶ ନାହିଁ ଏଠି ଭୁଲବା ଅଛି କାହାର?

ଅଣୁ ପରମାଣୁ ସର୍ବତ୍ର ବିରାଜି ଚଳାନ୍ତି ଯିଏ ସଂସାର, ସେହି ଏକା ଆମ ଭାଗ୍ୟର ବିଧାତା ପରଂବ୍ରହ୍ମ ଯେ ଈଶ୍ବର।

ଅଣୁ ପରମାଣୁ ସର୍ବତ୍ର ବିରାଜି ଚଳାନ୍ତି ଯିଏ ସଂସାର, ସେହି ଏକା ଆମ ଭାଗ୍ୟର ବିଧାତା ପରଂବ୍ରହ୍ମ ଯେ ଈଶ୍ବର।

କର୍ମ କରିଚାଲ ନିଜସ୍ଵ ପଥରେ ପରିଣାମ କର ଦୂର, ସୁକର୍ମ କରିଲେ ସୁଫଳ ମିଳଇ କୁକର୍ମେ ମିଳେ ଜହର।

କର୍ମ କରିଚାଲ ନିଜସ୍ଵ ପଥରେ ପରିଣାମ କର ଦୂର, ସୁକର୍ମ କରିଲେ ସୁଫଳ ମିଳଇ କୁକର୍ମେ ମିଳେ ଜହର।

ఫీడ్

గ్రంథాలయం

వ్రాయండి

నోటిఫికేషన్
ప్రొఫైల్