କାବ୍ୟ ଓ କବିତା ସାହିତ୍ୟ ଖଣିର କେବଳ ମଣି ନୁହେଁ ସ୍ବର୍ଗରୁ ଖସୁଥିବା ଅମୃତବିନ୍ଦୁ। - ଯୁବ ବାଣୀକବି ଇଂ ହରେକୃଷ୍ଣ ଦେବସାହୁ କାହାଣୀ, ଗଳ୍ପ ଓ ଉପନ୍ୟାସ ସମାଜର ଦର୍ପଣ; ଏଥିରେ ଅନେକ ଚରିତ୍ରର ଚିହ୍ନା ଓ ଅଚିହ୍ନା ମୁହଁ ଚିତ୍ରଣ ହୋଇଥାଏ। - ଯୁବ ବାଣୀକବି ଇଂ ହରେକୃଷ୍ଣ ଦେବ ସାହୁ
Share with friendsପୁରୁଷ ଓ ନାରୀ ସମାଜର ଅଙ୍ଗ। ଦୁନିଆ ରଙ୍ଗମଞ୍ଚରେ ସମାଜ ଗଠନରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଉତ୍ତମ କର୍ମ କଲେ ପୁରୁଷ ଦେବତା ଓ ନାରୀ ଦେବୀର ଆସନ ନେବ।