कुछ को हमारी बातें समझ ना आये,
तो कुछ को हमारी आदत,
कुछ को शब्दों के पीछे की नियत,
तो बहतों को हम ही समझ ना आए..
शायद हम ही नासमझ थे...
ନୂଆ ସପନ ର ଆରମ୍ଭ,
ନୂଆ ସଶକ୍ତ ପ୍ରୟାଶ ର ପ୍ରାରମ୍ଭ,
ନୂଆ ଜୀବନ ର ନୂତନ ସ୍ତମ୍ଭ,
ଏଇତ ନୂତନ ଆରମ୍ଭ
New beginning a painkiller to failure,
New beginning a token of peace ,
New beginning a new start..
ଚାଲ୍ ସପନ ଟିଏ ଦେଖିବା,
ତୋ ସହ ମତେ ଦେଖିବା,
ତୁ ମୁଁ ରୁ ଆମେ ହୋଇ ଦେଖିବା,
ଚାଲ୍ ନୂତନ ଆରମ୍ଭ କରିବା..
Lets try a new inning
To recharge, recreate and re design life
With a whole new beginning..
चल मिलके एक ख़्वाब देखते हैं,
मारने तक साथ जीने की बात करते हैं,
मुमकिन हो एसी नयी शुरुआत करते हैं...
ନୟନେ ନୂତନ ସପନ ନାଇଁଲେ,
ନୂଆ ନଜରେ ନିଆଁରା ନଭ ଟେ,
ନୁଆ ଆଶା ନେଇ ନୂଆ ଆରମ୍ଭ କରିଲେ ,
ନୁଆ କାହାଣୀ ଲେଖାଯାଏ ଭାଗ୍ଯରେ...
Don’t die everyday with pain and harsh failure,
Take a New beginning for sure,
Either you succeed or get a stronger you,
Try for a better cure.
ସବୁ ହାର୍ ପରେ ନୂତନ ଆରମ୍ଭ,
ସବୁ ଭୁଲ୍ ଅନୁଭୂତି ପରେ ବି ଆରମ୍ଭ,
ସବୁ କଠିନ ରାସ୍ତା ରେ ନିଜକୁ ବଢେଇ ନେବା ବି ଆରମ୍ଭ,
ନୂଆ ମୋଡ ଦିଏ ନୂତନ ଆରମ୍ଭ..