I'm Sabita and I love to read StoryMirror contents.
Share with friends
ଆଜିକାଲି ସମ୍ପର୍କ ଟା ମୂଲ୍ୟ ହୀନ,,, ତରାଜୁ ର ଗୋଟିଏ ପାଖେ ସମ୍ପର୍କ ରଖିଲେ, ଆରପାଖେ ସ୍ୱାର୍ଥ,, ସ୍ୱାର୍ଥ ପାଖଟି ଅଧିକ ଓଜନ ହେଇଯାଉଛି lll
ସୋପ୍ନ ର ମରୀଚିକା ରେ ଜୀବନ ପକ୍ଷୀ ଟି ଖେଳୁଥାଏ ଚକା ଭଉଁରୀ... ବାସ୍ତବତା ଖାଲି ବନ୍ଦୀ କରିଦିଏ ଅଜଣା ଏକ ଆବଦ୍ଧ ପଞ୍ଜୁରୀ ରେ... (s@t)
ଅଭିନୟ ର ଅଭିର ରଙ୍ଗରେ ମଣିଷ ଏଠି ରଞ୍ଜିତ ଭୁଲ ଠିକ ର କାଠ ଗଡ଼ାରେ ମଣିଷ ନୀତି ଖୋଜୁଥାଏ ଆଲୋକ ମରୀଚିକା ରେ ପୁଣି ଅନ୍ଧାର ର ପ୍ରତିବିମ୍ବେ ନିଜର ଅସ୍ତିତ୍ୱ..🙏(s@t)🙏