ଭଲ ମଣିଷ ବି ଚୋର ହେଇଯାଏ
କ୍ଷୁଧାଗ୍ନି ଜଳିଲେ ପେଟରେ
କାମାଗ୍ନି ରଚଇ ଏଇ ଭବହାଟେ
କେତେ କେତେ ନୂଆ ନାଟରେ ।
ମନରେ ନିଆଁ ଦେହରେ ନିଆଁ
ବିରହେ ଜଳେ ଅଲିଭା ନିଆଁ
ସେ ନିଆଁରେ ଯୌବନ ଦୀପ
ଜଳି ଜଳାଏ ମାୟା ଦୁନିଆଁ।
ସେ ଅଗ୍ନିର ଲେଲିହାନ ଶିଖା
କରିପାରେ ସବୁ ଭସ୍ମ
ହେଲେ
ମନର ସବୁ ଦୋଷ ଦୂର୍ଗୁଣ କୁ
କାହିଁକି କରେନି ଭସ୍ମ ?
ମନର ସନ୍ଦେହକୁ ଜାଳିଦେବାକୁ
ବନ୍ଦିନୀ ସୀତା
ହେଲେ ଅଗ୍ନି ପରୀକ୍ଷିତା
ଜଳିଗଲା ଭ୍ରମ
ଜଗତେ ବନ୍ଦିତା ହେଲେ
ମହାସତୀ ସୀତା
କିନ୍ତୁ
ରେ ଅଗ୍ନି ପାରିବୁ କି କହି ,
କାହିଁକି ଜାନକୀ ପୁଣି ହେଲେ ସ୍ବାମୀ ପରିତ୍ୟକ୍ତା ?
କ୍ଷୁଧା ଅଗ୍ନିରେ ହଜିଯାଏ ଜ୍ଞାନ
କ୍ରୋଧ ଅଗ୍ନିରେ ବିବେକ
ଚିତାର ଅଗ୍ନିରେ ରୂପ ହଜିଯାଏ
ହେଲେ ବୁଝିବା ଲୋକ କେତେକ ?
आनंद कहीं मिलता नहीं
खोजकर या खरीदकर
आनंद तो मिलता है
अश्कों को पीकर
मुस्कुराने से ।
आनंद कहीं मिलता नहीं
खोजकर या खरीदकर
आनंद तो मिलता है
अश्कों को पीकर
मुस्कुराने से ।
एक सकारात्मक विचार
व्यक्ति को प्रेरित करती है
नैसर्गिक सुख शांति प्राप्ति के लिए
परन्तु नकारात्मक विचार जीवन में
आग लगा देती है ।
एक सकारात्मक विचार
व्यक्ति को प्रेरित करती है
नैसर्गिक सुख शांति प्राप्ति के लिए
परन्तु नकारात्मक विचार जीवन में
आग लगा देती है ।