anita dash
Literary Colonel
13
Posts
10
Followers
0
Following

Am a teacher . I like philosophy and spiritual love .

Share with friends

ତୁମେ ଯେତେ ଦିଅ କଷ୍ଟଯାତନା ଅମୃତ ସମ ପିଇନେବି ଦେଇ ନିଜକୁ ସାନ୍ତ୍ୱନା....

ଜୀବନ ର ମାନେ କିଛି ଯନ୍ତ୍ରଣା ଓ କୋହ ଯିବାକୁ ହେବ ବହୁ ଦୂର ସବୁ ଛାଡି ମାୟା ଓ ମୋହ

ଯୌବନରେ ଯଦି ଶୋଇବା ରେ କାଟିବ ଦିନ, ବାର୍ଦ୍ଧକ୍ୟ ରେ ନିଶ୍ଚୟ କାନ୍ଦି କାନ୍ଦି କାଟିବ ଜୀବନ

ଜୀବନ ର ମାନେ ଅନେକ ଯାତନା ଭୁଲିବାକୁ ହେବ ଏଠି ଦୁଃଖ ପ୍ରତାରଣା....... ଦେଖି ତୁ ନିରବେ ସହିବାକୁ ହେବ କେତେ ଘାତ ପ୍ରତିଘାତ ମାନସ ଯନ୍ତ୍ରଣା......

ହେ ପ୍ରଭୁ ମୋତେ ମୃତ୍ୟୁ ଦିଅ କିନ୍ତୁ ମୋ ମନ କୁ ଅହଂକାର ଦିଅନି ଯେଉଁଥିରେ ମୁଁ ତୁମ ଠାରୁ ଦୂରେଇଯିବି

ଦୂରତ୍ୱ ବଢିଲେ ସମ୍ପର୍କ ବଢେ ସମ୍ପର୍କ ର ଗଭୀରତା ବଢେ ଯଦି ଦେଖା ହେବାର ସୁଯୋଗ ଥାଏ

ଜାଣେ ତୁମେ ଆଉ ଫେରିବନି କେତେ କଷ୍ଟ ଯନ୍ତ୍ରଣା ଜାଣିବନି ପାରିବଯଦି ଶେଷ ଦେଖାକର ମଧୁରନିଶ୍ୱାସ ରେ ହେବି ପାର


Feed

Library

Write

Notification
Profile