Life is full of moments only few people make memories ❤️
ସମୟ
ଜୀବନର ବାଟ ସରି ଯାଏ ଏଠି
ସମୟ କୁ ଦେଖି ଦେଖି
କେତେବେଳେ କେଜାଣି ଲିଭିଯାଏ ଏଠି ଜୀବନ ଦିପାଲି
ମାଆ
ମାଆ ଏକ ନିବିଡ଼ ର ଆବେଗ
ସିଏ ପ୍ରେମ ସୁରକ୍ଷା ର ବଳୟ
ସିଏ ତ ଜୀବନ ଆଉ ଜନ୍ମ ର ବାସ୍ତବ ଆଇନା।
ସମସ୍ତ ସମ୍ପର୍କ ରୁ ଉର୍ଦ୍ଧ୍ବ ରେ ସିଏ ହେଉଛି ମାଆ