Menon Sahoo
Literary Captain
AUTHOR OF THE YEAR 2021 - NOMINEE

11
ಪೋಸ್ಟ್\u200cಗಳು
1
ಅನುಯಾಯಿಗಳು
0
ಅನುಸರಿಸಲಾಗುತ್ತಿದೆ

None M.A ,M.PHIL , P.HD (Continue) Odia writer story .poem. and other books

ಸ್ನೇಹಿತರೊಂದಿಗೆ ಹಂಚಿಕೊಳ್ಳಿ
Earned badges
See all

ବାପା ଥିଲେ ଖେଳନାର ଅଭାବ ରହେ ନାହିଁ ମା ' ଥିଲେ ଖାଇବାର ଅଭାବ ରହେ ନାହିଁ ଭାଇ ଥିଲେ ସାହାସର ଅଭାବ ରହେ ନାହିଁ ଭଉଣୀ ଥିଲେ ସ୍ନେହର ଅଭାବ ରହେ ନାହିଁ ମେନନ ସାହୁ ପ୍ରେମିକା ଥିଲେ ,,,,,,,ଥାଉ ନଲେଖିବା ଭଲ

ଦୁଃଖ ସେତେବେଳ ସୁଖ ପାଏ ଯେତେବେଳେ ଦୁଃଖ ଦେଇଥିବା ଲୋକଟି ଆଗରେ ଦୁଃଖ କଥା କୁହାଯାଏ । ମେନନ ସାହୁ

ମନୁଷ୍ଯ ଯାହା କେବେ ଭାବି ନଥାଏ କିମ୍ବା ଚିନ୍ତା, କଳ୍ପନା , ଆଶା ଆଦି କରି ନଥାଏ ଯଦି ଅଚାନକ ତା'ସହିତ ତାହା ଘଟିଯାଏ ତେବେ ତା'ର ନାମ ଆଉ କିଛି ନୁହଁ...ଜୀବନ ମେନନ ସାହୁ

ଜୀବନ ରୂପକ ସିଡିର ପ୍ରତ୍ୟେକ ପାହାଚରେ ଧୋକ୍କା ପାଉଥିବା ମଣିଷ ମରୁ ଭୂମିର ତାତଲା ବାଲିରେ ବାସ କରିବା ସହ ମଝି ସମୁଦ୍ରର ଗଭୀର ଜଳରେ ମଧ୍ଯ ବଞିବାର କ୍ଷମତା ରଖେ ମେନନ ସାହୁ

ଜୀବନ ଶେଷ ନିଶ୍ବାସ ଚାଲୁଥିବା ପର୍ଯ୍ୟନ୍ତ ଏମିତି ନୀରବରେ ତମକୁ ଚାହିଁ ରହିଥିବି କେବେ ଆସିବ ଆଉ ଆସି ତୁମର ସେ କୋମଳ ନରମ ହାତର ସ୍ପର୍ଶ ଦେଇ ମୋତେ ମୁକ୍ତ କରିବା ସହ ମୋ ପ୍ରେମକୁ ଅମର ପଥର ପଥିକ ହେବା ପାଇଁ ସୌଭାଗ୍ଯ ଦେବ ।


ಫೀಡ್

ಲೈಬ್ರರಿ

ಬರೆಯಿರಿ

ಅಧಿಸೂಚನೆ
ಪ್ರೊಫೈಲ್