I'm Srabani and I love to read StoryMirror contents.
Share with friends
ଆମ ଜୀବନରେ ଯାତ୍ରା ରେ ଆମକୁ ଭଲ ଏବଂ ମନ୍ଦ ପରିସ୍ଥିତି ର ସାମନା କରିବାକୁ ପଡେ ଯାହା ଆମକୁ ଆମର ଲକ୍ଷ୍ୟ ସ୍ଥାନକୁ ନେଇଯାଏ।
ଅନେକ ସମୟ ରେ ଆମର ଅଧିକ ଲୋଭ ଆମକୁ ଏପରି ସ୍ଥାନରେ ନେଇ ରଖିଦିଏ ,ଯାହା ଆମ ପାଇଁ କୌଣସି ନର୍କ ଠାରୁ ମଧ୍ୟ କମ୍ କଷ୍ଟ ଦିଏନି।