ବିଭୀଷଣ ବେହେରା
Literary Lieutenant
13
ಪೋಸ್ಟ್\u200cಗಳು
0
ಅನುಯಾಯಿಗಳು
0
ಅನುಸರಿಸಲಾಗುತ್ತಿದೆ

Student, writter, poem, poetry

ಸ್ನೇಹಿತರೊಂದಿಗೆ ಹಂಚಿಕೊಳ್ಳಿ
Earned badges
See all

ଏହି ଜୀବନ ଗୋଟିଏ ପାଣି ପୋଟକା ଆଜି ଅଛି କାଲି ନ ଥିବ । ସଂସାରେ ମଙ୍ଗଳ ନିମିତ୍ତ ଜୀବନଟା ନିତ୍ୟ ଅମର ରହିଥିବ ।। କବି ଶ୍ରୀ ବିଭୀଷଣ ବେହେରା

ଜିଇଁବାର ନାମ ଜୀବନ ବଞ୍ଚିବାର ନାମ ଜୀବନ ନୁହେଁ।। କବି ଶ୍ରୀ ବିଭୀଷଣ ବେହେରା

"କ୍ଷୀର ଉତୁରିଲେ ଚୁଲିକୁ ଯାଏ ଦୁଃଖ ଉତୁରିଲେ WhatsApp Status କୁ ଯାଏ " ବିଭୀଷଣ ବେହେରା

"ମଣିଷ ଖାଇବା ପିଇବା ଛାଡ଼ିଦେଇ ରହିପାରେ, କିନ୍ତୁ ମୋବାଇଲକୁ ମୁହୁର୍ତ୍ତ ବି ଛାଡ଼ି ରହିପାରେ ନାହିଁ ।।" ବିଭୀଷଣ ବେହେରା

ଯେକୌଣସି ଉତ୍ତମ ସମ୍ପର୍କକୁ ବଜାୟ ରଖିବାକୁ ହେଲେ ଉଭୟ ଉଭୟଙ୍କ ପ୍ରତି "ବିଶ୍ୱାସ ଓ ଭରଷା" ନିହାତି ରହିବା ଦରକାର ।

"Teacher is most important for social. He/She is not for a school or college, He/She is always... where you found". - Bibhisana Behera


ಫೀಡ್

ಲೈಬ್ರರಿ

ಬರೆಯಿರಿ

ಅಧಿಸೂಚನೆ
ಪ್ರೊಫೈಲ್