Student, writter, poem, poetry
Share with friends
ଏହି ଜୀବନ ଗୋଟିଏ ପାଣି ପୋଟକା ଆଜି ଅଛି କାଲି ନ ଥିବ । ସଂସାରେ ମଙ୍ଗଳ ନିମିତ୍ତ ଜୀବନଟା ନିତ୍ୟ ଅମର ରହିଥିବ ।। କବି ଶ୍ରୀ ବିଭୀଷଣ ବେହେରା
"ମଣିଷ ଖାଇବା ପିଇବା ଛାଡ଼ିଦେଇ ରହିପାରେ, କିନ୍ତୁ ମୋବାଇଲକୁ ମୁହୁର୍ତ୍ତ ବି ଛାଡ଼ି ରହିପାରେ ନାହିଁ ।।" ବିଭୀଷଣ ବେହେରା