@smitali-priyadarsini-panda

Smitali Priyadarsini Panda
Literary Colonel
67
Posts
2
Followers
1
Following

None

Share with friends

ସ୍ବାର୍ଥ ପୂରଣ ନ ହୋଇ ପାରିଲେ ସଂପର୍କ ବି ବୋଝ ବନିଯାଏ ।

IN DAY TO DAY LIFE, SCIENCE IS PART OF EVERY BODY'S LIFE @S.P.PANDA

Every morning brings a new beginning of a life😊

ଏଇ ଏବେ ଏବେ ଶ୍ରାବଣ ଫେରିଛି ପ୍ରୀତିର ବରଷାକୁ ନେଇ ଫେରି ଆସ ତୁମେ ମୋ ଜୀବନକୁ ଭିଜିଯିବା ଆମେ ସାଥି ହୋଇ ଭିଜି ଯିବା ଆମେ ସାଥି ହୋଇ ।। @s.p.panda

କିଛି ଦୁଃଖ ଏମିତି ଅଛି ଯାହାକୁ ନା ଶବ୍ଦରେ କହିପାରୁଛି ନା କାନ୍ଦି ପାରୁଛି ବାସ୍ ସେହି ଦୁଃଖ କୁ କେବଳ ହୃଦୟରେ ଚାପି ସହିଯାଉଛି । @ସ୍ମିତାଲି ପ୍ରିୟଦର୍ଶିନୀ ପଣ୍ଡା

ବେଳେ ବେଳେ ମଣିଷ ନିଜେ ବଦଳିଯାଏ ,ଆଉ ବେଳେ ବେଳେ ସମୟ ପରିସ୍ଥିତି ତାକୁ ବଦଳିବାକୁ ବାଧ୍ୟ କରିଥାଏ । @ସ୍ମିତାଲି ପ୍ରିୟଦର୍ଶିନୀ ପଣ୍ଡା

ଛୋଟ ହେଉ ବା ବଡ଼ କୌଣସି କର୍ମ ଛୋଟ ନୁହେଁ, କର୍ମ କୁ ଛୋଟ ଭାବୁଥିବା ଲୋକ ସାରା ଜୀବନ ଛୋଟ ହୋଇ ରହିଯାଏ । @s.p.panda


Feed

Library

Write

Notification
Profile