ଏଇ ଏବେ ଏବେ ଶ୍ରାବଣ ଫେରିଛି ପ୍ରୀତିର ବରଷାକୁ ନେଇ ଫେରି ଆସ ତୁମେ ମୋ ଜୀବନକୁ ଭିଜିଯିବା ଆମେ ସାଥି ହୋଇ ଭିଜି ଯିବା ଆମେ ସାଥି ହୋଇ ।। @s.p.panda
କିଛି ଦୁଃଖ ଏମିତି ଅଛି ଯାହାକୁ ନା ଶବ୍ଦରେ କହିପାରୁଛି ନା କାନ୍ଦି ପାରୁଛି ବାସ୍ ସେହି ଦୁଃଖ କୁ କେବଳ ହୃଦୟରେ ଚାପି ସହିଯାଉଛି । @ସ୍ମିତାଲି ପ୍ରିୟଦର୍ଶିନୀ ପଣ୍ଡା
ବେଳେ ବେଳେ ମଣିଷ ନିଜେ ବଦଳିଯାଏ ,ଆଉ ବେଳେ ବେଳେ ସମୟ ପରିସ୍ଥିତି ତାକୁ ବଦଳିବାକୁ ବାଧ୍ୟ କରିଥାଏ । @ସ୍ମିତାଲି ପ୍ରିୟଦର୍ଶିନୀ ପଣ୍ଡା