DEEPALI JENA
Literary Colonel
71
പോസ്റ്റ്സ്
0
ഫോളോവെർസ്
0
ഫോളോവിങ്

ନୀରବତାର ସ୍ଵର ବି ବେଶ୍ ମଧୁର....

കൂട്ടുകാരുമായി പങ്കുവെക്കുക
Earned badges
See all

ଚାଲ ଉଡିଯିବା ସେ ଦୂର ଆକାଶକୁ ଉଡିବୁଲିବା ପ୍ରେମ ପକ୍ଷୀ ହୋଇ ବୁଣିଦବା ଭଲପାଇବାର ମଞ୍ଜି

କେବେ ଥରେ ଇଛା ହୁଏ ହେବାପାଇଁ ପର୍ବତ ଆରୋହୀ ଶୀଖରକୁ ଚଢି ଜୀବନକୁ ପାହାଚ ଭଳି ଗଣିବା ପାଇଁ

Attitude you give me some love I'll show you what is calld love.... u give me some rain and I'll quench when u r thirsty........

କାଲି ଯୋଉ ଚଢେଇ କୁ ଉଡିବା ଶିଖଉଥିଲି ,ସେ ଉଡିବା ଶିଖିଗଲା ସିନା -ଉଡିବା ପୂର୍ବରୁ ମୋ ଡେଣା କାଟିଦେଇ ଚାଲିଗଲା..

you give me some love 😍ND I'll show you what is calld love💓💓

କାଲି କହିଥିଲା ସେ ଆସିବ ବୋଲି, ବୋଧେ କାଲି ଆସୁନି ବୋଲି ସେ ବି ଆସୁନି..

ଭାଙ୍ଗି ଯାଇଥିବା କାଚଟିକୁ ଅଠା ଲଗେଇ ଯୋଡିଦେଲି ସିନା, ହେଲେ ସେ ଦାଗ ସବୁ ଆଜି ଦେଖେଇ ଦେଖେଇ ହସନ୍ତି........


ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ