Swarup Nayak
Literary Captain
29
Posts
42
Followers
0
Following

ବିଦ୍ରୋହୀ

Share with friends
Earned badges
See all

ଶାନ୍ତି ଖୋଜୁଛ, ମା କୋଳରେ ଥରେ ମୁଣ୍ଡ ରଖି ଶୁଅ ।

ସତ ଲେଖିବାର ସାହସ ନାହିଁ ଯଦି କଲମ ଧରିବାର ଧୃଷ୍ଟତା ମୂର୍ଖାମି ।

କବି ମୁଁ, କାହାଣୀ ନୁହେଁ ସତ ସଜାଏ । ଦାମିନୀର ଚିତ୍କାର ଫୁଟପାଥ୍ ର ଭୋକ ସହିଦ୍ ର ଲହୁ ଲେଖେ ମୁଁ, କବି ମୁଁ ।

ସ୍ୱପ୍ନର କୁଡିଆ ମୋର କୁଡିଆ ହେଇ ରହୁ, ରାଜମହଲ ହବାର ସ୍ୱପ୍ନ ସେ ନ ଦେଖୁ ।

କର୍ମଫଳ ଯଦି ଯଦୁବଂଶ, କୁରୁବଂଶ ନାଶ କରିପାରେ ଛାର ମଣିଷ କିବା ସାର ।

ତାକୁ ଜିତିବାର କ୍ଷମତା ନଥିଲା ମୋର, ସେଥିପାଇଁ ଭଲ ପାଇବାରେ ମୁଁ ନୀରବରେ ହାରିଗଲି ।

ମୃତ୍ଯୁ କଷ୍ଟ ଦିଏ, ସମସ୍ତେ ମନଖୋଲି କାନ୍ଦନ୍ତି । ଜୀବନ କଷ୍ଟ ଦିଏ, ଲୁହ ଲୁଚେଇ ହସିବାକୁ ହୁଏ ।

ମହତ କରମ, ଉଚ୍ଚ ବିଚାର, ନଶ୍ୱର ଶରୀରେ ବିଜେ ଈଶ୍ୱର ।

ସକାଳୁ ଟିଭି ରେ ଖବର “ହାଇଦ୍ରାବାଦ୍ ଦୁଷ୍କର୍ମ ଘଟଣା ସମସ୍ତ ଅଭିଯୁକ୍ତଂକୁ ପୋଲିସ୍ ଏନକାଉଣ୍ଟର” । ସେ ପୋଲିସ୍ ଭାଇ ମାନେ ବି ଜାତୀୟ ନାୟକ ଯେ ଦେଶର କୋଟି କୋଟି ନାରୀଂକୁ ମୁଣ୍ଡ ଟେକି ରାସ୍ତାରେ ଚାଲିବାକୁ ଆଉ ଥରେ ସାହସ ଦେଇଛନ୍ତି ।


Feed

Library

Write

Notification
Profile