Amitav Sahu
Literary Colonel
AUTHOR OF THE YEAR 2019 - NOMINEE

77
പോസ്റ്റ്സ്
120
ഫോളോവെർസ്
1
ഫോളോവിങ്

ନାମ- ଅମିତାଭ ସାହୁ, ମାତା- ସୁବାସିନୀ ସାହୁ, ପିତା- ସୁଧିର ସାହୁ ରୁଚୀ- କବିତା, ଗଳ୍ପ ଓ ପ୍ରବନ୍ଧ ରଚନା କରିବା । ପ୍ରକାଶିତ- ସମାଜ, ସମ୍ବାଦ, ଧରିତ୍ରୀ, ପ୍ରମେୟ, ସର୍ବସାଧାରଣ, ଅନୁପମ ଭାରତ, ପ୍ରଗତିବାଦୀ, ଗୋପବନ୍ଧୁକଂ ସତ୍ୟବାଦୀ ଏବଂ ବହୁ ପତ୍ର ପତ୍ରିକାରେ ତିନି ଶହରୁ ଅଧିକ କବିତା, ଗଳ୍ପ ଓ ପ୍ରବନ୍ଧ ପ୍ରକାଶିତ । ସଂକଳନ- କବିତା 'କବିତା ପରି କିଛି'... Read more

കൂട്ടുകാരുമായി പങ്കുവെക്കുക

କିଛି ଲୋକ ଖୁବ୍ ଖାଇସାରିବା ପରେ ବି ଭୋକିଲା ଥାଆନ୍ତି। ସତେ ଯେମିତି ଭୋକ ହିଁ ଜୀବନ ! କିଛି ଲୋକ ଭୋକିଲା ରୁହନ୍ତି ଜୀବନ ତମାମ। ଭୋକ ଗୋଟେ କ'ଣ ଯେ ଭୋଗିପାରିଲେ ହେଲା !!


ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ