ଜୀବନ କିଛି ବି ନୁହେଁ ଏକ ସାଧା କାଗଜ
Share with friends
ଯେତେବେଳେ ପାଦ ଥକି ଯାଇଥିବ ମନବଳ ଭାଙ୍ଗିବାକୁ ଦେବନି... କିଛି ସମୟ ବିଶ୍ରାମ ନେଇ, ପୁଣି ଚାଲିବାକୁ ଆରମ୍ଭ କରିବ... ଯେଉଁ ବିପଦ ରାସ୍ତାରେ ଦେଖାଯାଉଛି ଦେଖିବ ଦିନେ ତାହା ଚାଲିଯିବ ଜୀବନରାସ୍ତା ସିନା ଦେଖାଯାଏ ଘନକୁହୁଡିପୂର୍ଣ୍ଣ ଥରେ ସାହସ କରି ତା ପାଖକୁ ତୁମେ ଯିବ ଆଉ ଦେଖିବ ରାସ୍ତା ଥିବ ସ୍ୱଚ୍ଛ ସମ୍ପୂର୍ଣ... କିନ୍ତୁ ପାଖକୁ ଗଲେ ସିନା ଜଣାପଡିବ ନ ହେଲେ ଦୂରରେ ଥାଇ ତମ ମନରେ ରହିବ କେବଳ ମନଗଢ଼ା ଭ୍ରମ....