❤ବବିତା ❤
Literary Lieutenant
6
Posts
0
Followers
0
Following

ଜୀବନ କିଛି ବି ନୁହେଁ ଏକ ସାଧା କାଗଜ

Share with friends
Earned badges
See all

ଯେତେବେଳେ ପାଦ ଥକି ଯାଇଥିବ ମନବଳ ଭାଙ୍ଗିବାକୁ ଦେବନି... କିଛି ସମୟ ବିଶ୍ରାମ ନେଇ, ପୁଣି ଚାଲିବାକୁ ଆରମ୍ଭ କରିବ... ଯେଉଁ ବିପଦ ରାସ୍ତାରେ ଦେଖାଯାଉଛି ଦେଖିବ ଦିନେ ତାହା ଚାଲିଯିବ ଜୀବନରାସ୍ତା ସିନା ଦେଖାଯାଏ ଘନକୁହୁଡିପୂର୍ଣ୍ଣ ଥରେ ସାହସ କରି ତା ପାଖକୁ ତୁମେ ଯିବ ଆଉ ଦେଖିବ ରାସ୍ତା ଥିବ ସ୍ୱଚ୍ଛ ସମ୍ପୂର୍ଣ... କିନ୍ତୁ ପାଖକୁ ଗଲେ ସିନା ଜଣାପଡିବ ନ ହେଲେ ଦୂରରେ ଥାଇ ତମ ମନରେ ରହିବ କେବଳ ମନଗଢ଼ା ଭ୍ରମ....

ଭାରି କଷ୍ଟ ହୁଏ ନିଜ ଲୋକ ଯେତେବେଳେ ଅଚିହ୍ନା କରେ ସତରେ ସମୟ ବୁଝେଇ ଦିଏ ସମ୍ପର୍କର ମୂଲ୍ୟ...


Feed

Library

Write

Notification
Profile