KSHIRADRI SAHU
Literary Brigadier
AUTHOR OF THE YEAR 2021 - NOMINEE

124
Posts
7
Followers
0
Following

None ମୁଁ ଜଣେ ପାଠିକା ସହ ଲେଖିକା ମଧ୍ୟ l

Share with friends
Earned badges
See all

ମାଁ ଠାରୁ ନିଜର କେହି ନାହିଁ l କେବଳ ମାଁ ହିଁ ସନ୍ତାନ ର ମନକଥା ଜାଣିପାରେ

ଜୀବନ ରୂପକ ବୃକ୍ଷ ରେ କେତେ ଯେ ଫୁଲ, ଫଳ, ପତ୍ର ଫଳେ କେତେବେଳେ ତାହା ଝଡ଼ିଯିବ ନିଜକୁ ବି ଜଣା ନ ଥାଏ l ତେଣୁ କେବେ ମଧ୍ୟ ଗର୍ବ କରନ୍ତୁନି l

ଦୁନିଆଁ ରେ ଧାନସମ୍ପତି ର ମୂଲ୍ୟ ଥାଇପାରେ କିନ୍ତୁ ତା 'ଠାରୁ ବି ଅଧିକ ମୂଲ୍ୟବାନ ହେଲା ସମ୍ପର୍କ ଓ ବିଶ୍ୱାସ ଯାହା ଠାରେ ଭାଙ୍ଗିଗଲେ ଯୋଡିହୁଏନା କି ଫେରି ଆସେନା l

ଧର୍ଯ୍ୟ ହିଁ ମହାଶକ୍ତି l ଯେଉଁ ମଣିଷ ପାଖରେ ଧର୍ଯ୍ୟ ଅଛି ତାକୁ କେହି ହରାଇ ପାରିବେନି l

ସଫଳତା ହିଁ ବିଫଳତା ର ଚାବିକାଠି l

ଯେଉଁ ଘରେ ଭୋଜନ ଆଉ ଭଜନ ସମସ୍ତେ ମିଳିମିଶି କରନ୍ତି ସେଇ ଘରେ ବିଭାଜନ ଅସମ୍ଭବ l

ରାଗ ଓ କ୍ରୋଧ ମଣିଷ କୁ ବିପଦ ରେ ପକାଏ l କଥାରେ ଅଛି ଧନୁରୁ ତୀର ଓ ଜିଭ ରୁ ଶବ୍ଦ କେବେ ଫେରି ଆସେନା

ଗୋଟିଏ ଭୁଲ ଅନେକ ଭଲ ଗୁଣ କୁ ନଷ୍ଟ କରିଦିଏ l

ଆତ୍ମା କୁ କଷ୍ଟ ହେଲା ପରି କଥା ଯଦି ଶୁଣିପାରୁନ ତାହେଲେ ଅନ୍ୟକୁ ମଧ୍ୟ କୁହନାହିଁ l


Feed

Library

Write

Notification
Profile