None ମୁଁ ଜଣେ ପାଠିକା ସହ ଲେଖିକା ମଧ୍ୟ l
Share with friends
ଜୀବନ ରୂପକ ବୃକ୍ଷ ରେ କେତେ ଯେ ଫୁଲ, ଫଳ, ପତ୍ର ଫଳେ କେତେବେଳେ ତାହା ଝଡ଼ିଯିବ ନିଜକୁ ବି ଜଣା ନ ଥାଏ l ତେଣୁ କେବେ ମଧ୍ୟ ଗର୍ବ କରନ୍ତୁନି l
ଦୁନିଆଁ ରେ ଧାନସମ୍ପତି ର ମୂଲ୍ୟ ଥାଇପାରେ କିନ୍ତୁ ତା 'ଠାରୁ ବି ଅଧିକ ମୂଲ୍ୟବାନ ହେଲା ସମ୍ପର୍କ ଓ ବିଶ୍ୱାସ ଯାହା ଠାରେ ଭାଙ୍ଗିଗଲେ ଯୋଡିହୁଏନା କି ଫେରି ଆସେନା l