I'm Trupti and I love to read StoryMirror contents.
Share with friends
ଶ୍ରାବଣ ର ବର୍ଷା ଝରିଲେ ମାଟି ତାକୁ ଶୋଷିନିଏ, କିନ୍ତୁ ଆଖିରୁ ବର୍ଷା ଝରିଲେ, ଓଠ ତାକୁ ପିଇ, ହୃଦୟ କୁ ତିନ୍ତାଇ ଦିଏ l
ଅଜଣା ସହରର ଅଜଣା ରାସ୍ତାରେ ହଠାତ ଦେଖାହେବରେ, କେମିତି ଲାଗିଲ ଅତି ପରିଚିତ ବୋଲି l ଆଜି ସେଇ ରାସ୍ତାରେ ଭେଟ ହେବାରେ, ଲାଗିଲା ଅତି ଅପରିଚିତ ବୋଲି l