ଲେଖା ମୋ ପାଇଁ ଜୀବନ ...ଯଦି ସ୍ବପ୍ନ ମୋ ପରିବାର ହୁଏ ତେବେ ଲେଖିବା ହିଁ ମୋ ଜୀବନସାଥୀ ହେବ ।
ସଫଳତା ନମିଳିପାରେ ମୋ ଭାଗ୍ୟ ର ପୃଷ୍ଠା ରେ କିନ୍ତୁ ବିଫଳତା ମିଳିବନି କେବେ ସଂଘର୍ଷ ଲେଖାଥିବ ପ୍ରତି ପଦେ ପଦେ