Amit Bal
Literary Colonel
AUTHOR OF THE YEAR 2021 - NOMINEE

364
Posts
9
Followers
0
Following

I'm Amit and I love to read StoryMirror contents.

Share with friends
Earned badges
See all

ନିରୀହ ******* "ନିରୀହ ଲୋକର ମୁହଁ ରେ ସତେକି ଲେଖା ହୋଇଥାଏ ମନର କଥା, ଛନ୍ଦ କପଟ ଠୁ ଦୂରରେ ରହେ ସେ ,ଦିଏ ନାହିଁ କେବେ କା' ମନେ ବ୍ୟଥା "! @ ୨୩।୧୧।୨୨

ସେବିକା ********* "ସେବିକା ହେବାଟା ବଡ଼ ହିଁ କଠିନ;ସହଜ ଜମାରୁ ନୁହେଁ, ଧୈର୍ଯ୍ୟ ଧାରିଣୀ ସେ ଦେବୀର ପ୍ରତିମା ;ପର ଦୁଃଖେ ଦୁଃଖୀ ହୁଏ "! @ ୧୯।୧୧।୨୨

ଦିନଚର୍ଯା ********* "ନିଜ ଦିନଚର୍ଯା ଠିକ୍ ଯେ କରିଛି, ରହିଛି ଜୀବନେ ସେ ନିରୋଗ : ମନ ଶରୀରରେ ପାଇଛି ଆନନ୍ଦ,ସୁଖ ଶାନ୍ତି ତା' ହୋଇଛି ସାଙ୍ଗ "! @୧୮।୧୧।୨୨

ଭାଗ୍ୟ ******** "ନିଜସାଥେ ନିଜ ଭାଗ୍ୟନେଇ ଜନ୍ମେ ମଣିଷ ଧରାରେ ଦିନେ , ବଞ୍ଚି ଥାଇ ଭଲ କର୍ମ ନ କଲେ ଦୁଃଖ ମାଡ଼ି ଆସେ ଜୀବନେ "! @ ୧୨।୧୧।୨୨

ପରିବେଷଣ *********** "ଜୀବନ ସଙ୍ଗୀତ ପରିବେଷଣରେ ବିତିଯାଏ ଏଠି ତମାମ ଆୟୁଷ; ତଥାପି ମଣିଷ ମନରେ କାହିଁକି ଭରି ଅଛି କୁହ ଏତିକି ବିଷ "! @ ୦୭।୧୧।୨୨

ଯୁଦ୍ଧ ***** "କେତେ ଯେ ଯୁଦ୍ଧ ଏ ଧରା ଦେଖିଛି; ଇତିହାସ ଅଛି ସାକ୍ଷୀ, ସମାଧନ କିନ୍ତୁ ହୋଇ ପାରିନାହିଁ; କେତେ କ'ଣ ଅଛି ବାକି "! @ ୦୬।୧୧।୨୨

ପରମ୍ପରା ******** "ମଣିଷ ପଣିଆତ ଆଜି ନାହିଁ ଏଠି; ପରମ୍ପରା କଥା କିଏ ପଚାରେ, ଶୁଣିବା ପାଇଁ କି କିଏ ଅଛି କୁହ ; ହଁ କହିବା ଲାଗି ଲୋକ ହଜାରେ " @ ୦୫।୧୧।୨୨

ହରର୍ ****** "ହରର୍ ଫିଲ୍ମର ଚେହରା ପରିକା ଆଜିକାଲି କାହିଁ ସବୁରି ମୁହଁ, କୁତ୍ରିମ କୁତ୍ସିତ ପୁଣି କଦାକାର କୈାଣସି ଟା ଜମା ନିଜର ନୁହଁ "! @ ୨୮।୧୦।୨୨

ଜ୍ଞାନ ***** "ଗୁରୁଜନ କଥା, ମାନି ଯେଉଁ ଜନ, ଜୀବନେ ଅର୍ଜନେ ଜ୍ଞାନ,ସମୟ ନିଶ୍ଚୟ ତା ଚଲାପଥେ, ରଖିଥାଏ ତା'ର ମାନ "! 🙏ମିତ୍ ୧୧।୧୦।୨୨🙏


Feed

Library

Write

Notification
Profile