"ଅନ୍ଧାର ବିନା ଆଲୁଅର ସତ୍ତା ଯେମିତି,
ଦୁଃଖର ଅନ୍ତରାଳେ ସୁଖ ବି ସେମିତି "
ତୃପ୍ତିମୟୀ ସାହୁ
"ଦୁଃଖ ର ସାଥୀ କିଏ ?
ସୁଖ ର ସାଥୀ କିଏ?
ଦୁଃଖ, ସୁଖ ଉଭୟ ର ସାଥୀ ପାଇବା
ବେଳେ ବେଳେ କଷ୍ଟକର ହୋଇଯାଏ ।"
"ଅଦ୍ଭୁତ ଏଇ ଜୀବନ,
କେତେବେଳେ କୋଉ ମୋଡରେ
ଆଣି ଥୋଇ ଦେଇ ଯାଏ,
ଜଣା ବି ପଡେ ନାହିଁ ।"
~ତୃପ୍ତିମୟୀ
"ପରିଶ୍ରମ ଅନୁସାରେ ହିଁ ଫଳ ଆଶା କରିବା ଦରକାର,
ନା ତା'ଠାରୁ ଅଧିକ!
ନା ତା'ରୁ କମ୍ !"
"Dil to chahti hai bahat kuch,
Lekin dimag ijajat deti nehi,
kaisi gajab ki khel hai ye,
kabhi kabhi samaj mai ati nehi!!"
~Trupti
"ଆଶାର ଲହରୀ,
କେତେ ଦୂର ସେ ନିଜ କାୟା ବିସ୍ତାରି,
କହିପାରିବେ କି କେହି ଆକଳନ କରି?"
~ତୃପ୍ତିମୟୀ
"Mutual understanding builds a good relationship ."
"କେତେବେଳେ କ'ଣ ହେବ କିଏ ଜାଣେ?
ଇଏତ ସମୟର ଖେଳ ।"
~ ତୃପ୍ତିମୟୀ
"ଅଛିଣ୍ଡା ଅଙ୍କ ପରି,
ମନରେ ପୁଳାଏ ପ୍ରଶ୍ନର ଉଙ୍କି।"
~ତୃପ୍ତିମୟୀ