I am a retired Odia teacher ,presently staying in Odissa .
ରକ୍ତ ର ସମ୍ପର୍କ ଟା ବଡ ନୁହେଁ l ମନକୁ ମନ ବୁଝିପାରୁଥିବା, ମନର ଭାବନା କୁ ଜାଣିପାରୁଥିବା ମଣିଷ ର ସମ୍ପର୍କ ହିଁ ବଡ l
ମିଳୁଥିବା ଭଲ ସମୟ କୁ ଉପଭୋଗ କର l ଏହା ଥରେ ଚାଲିଗଲେ ଆଉ ଫେରେ ନାହିଁ l
ମୂଲ୍ୟବାନ ଜିନିଷ ଅନ୍ୟକୁ ଉପହାର ଦେବା ବଦଳରେ, ମିଠାକଥା ବା ଭଲ ବ୍ୟବହାର ପ୍ରଦାନ କର l ଏହା ବେଶି ମୂଲ୍ୟବାନ l