@beehfulq

Chinmaya Jena
Literary Captain
AUTHOR OF THE YEAR 2020 - NOMINEE

16
Posts
59
Followers
0
Following

Assistant Professor, ଫଳବିଜ୍ଞାନୀ (Pomologist), PhD Scholar

Share with friends
Earned badges
See all

Submitted on 03 Dec, 2019 at 06:35 AM

ବନ୍ଧୁ ମୁଁ ତୁମର ସାଥୀ ଛାଡିବିନି କହିବୁଲୁଥିଲ ଦୁନିଆ ସାରା ଆଜି ଯେ କେମିତି ଅଲୋଡା ମୁଁ ହେଲି ବୁଝେଇ ଦିଆ ହେ ମୋ ପ୍ରିୟ ସଖା

Submitted on 14 Oct, 2019 at 05:29 AM

ପ୍ରେମ ସେତ ମରୁଭୂମିରେ ପଥିକର ତୃଷ୍ଣା କେବେ ପାଣି ପୁଣି କେବେ ମରୀଚିକା। ଆଦିର ଖୁସି ପାଖୁଡ଼ା ପୁଣି ବିଚ୍ଛେଦର ଅଶ୍ରୁ ଧାରା ଛାଡି ହୁଏ ନାହିଁ ସେ ପ୍ରେମ ନିଶା।।


Feed

Library

Write

Notification
Profile