Chinmaya Jena
Literary Captain
AUTHOR OF THE YEAR 2020 - NOMINEE

16
Posts
59
Followers
0
Following

Assistant Professor, ଫଳବିଜ୍ଞାନୀ (Pomologist), PhD Scholar

Share with friends
Earned badges
See all

ବନ୍ଧୁ ମୁଁ ତୁମର ସାଥୀ ଛାଡିବିନି କହିବୁଲୁଥିଲ ଦୁନିଆ ସାରା ଆଜି ଯେ କେମିତି ଅଲୋଡା ମୁଁ ହେଲି ବୁଝେଇ ଦିଆ ହେ ମୋ ପ୍ରିୟ ସଖା

ପ୍ରେମ ସେତ ମରୁଭୂମିରେ ପଥିକର ତୃଷ୍ଣା କେବେ ପାଣି ପୁଣି କେବେ ମରୀଚିକା। ଆଦିର ଖୁସି ପାଖୁଡ଼ା ପୁଣି ବିଚ୍ଛେଦର ଅଶ୍ରୁ ଧାରା ଛାଡି ହୁଏ ନାହିଁ ସେ ପ୍ରେମ ନିଶା।।


Feed

Library

Write

Notification
Profile