ଆଜି ତୁମ ଅନୁପସ୍ଥିତି ହିଁ ମୋ ଶକ୍ତି , ଆଉ ତୁମର ଧିକ୍କାର ମୋପାଇଁ ଉପହାର , କାରଣ ମୁଁ ଜାଣେ ମୁଁ ହିଁ ମୋର ଏକାନ୍ତ ଆପଣାର , ବାକି ତୁମେ ଯାହା ମୋପାଇଁ କ୍ଷଣିକ ଆନନ୍ଦର ଆତ୍ମ ପ୍ରହାର !
ଅନ୍ଧାର କୁ ଭଲପାଉଥିବା ମଣିଷ ଟିଏ ମୁଁ , ଆଲୁଅ ର ଛାଇ କୁ ଭାବିନେଇଥିଲି ଜୀବନ ! ଛାଇ ନୁହେଁ ସେ ତ ଖାଲି ମରୁ ମରୀଚିକା , ଯାହା ଜୀଇଁବାର ଆଶା ଦେଇ ମାରି ଚାଲିଗଲା !!
ସମ୍ପର୍କ ର ଗାଡ଼ି ଚଲେଇବାକୁ ହେଲେ , ମୁଁ ନୁହେଁ ଆମେ ଚଲେଇବାକୁ ପଡେ ! କାରଣ ଗନ୍ତବ୍ୟ ତ ଅନେକ ଦୂର ଥାଏ , ଜଣେ ଥକିଗଲେ ଆରଜଣଙ୍କୁ ଚଳେଇ ନେବାକୁ ପଡେ !!
ତୁମେ ଆସିଥିଲ ଅଦିନିଆ ମେଘ ହୋଇ , ଆଉ ଚାଲିଗଲ କାଳବୈଶାଖୀ ହୋଇ ! କିନ୍ତୁ ଛାଡ଼ିଗଲ ଧ୍ଵଂସ ର ପୃହେଳିକା , ଆଉ ମୁଁ ଦେଖୁଛି ସଜାଡିବା ର ମରୀଚିକା !!
मुस्कुराना बहत मुश्किल होगया है ! मुश्किल में जिंदगी सज़ा बनगया है ! मंजिल में पहुंचना तो दूर की बात है ! मंजिल ढूंढना ही आज बड़ी उपलब्धि है !
मुस्कुराना बहत मुश्किल होगया है ! मुश्किल में जिंदगी सज़ा बनगया है ! मंजिल में पहुंचना तो दूर की बात है ! मंजिल ढूंढना ही आज बड़ी उपलब्धि है !