ମୁଁ ନୁହେଁ ଆମେ କହୁଥିବା ଲୋକ ହିଁ ନେତୃତ୍ୱ ନେବାରେ ସମର୍ଥ।
Share with friends
ତୁମେ ବି ବୁଝିବ ଦିନେ ତ ଖୋଜିବ ଭଙ୍ଗା ହୃଦୟର ସାଥେ। ଆକାଶ ପୃଥିବୀ କେଉଁଠି ନଥିବି ଚାଲିଯିବି ମୋର ପଥେ। @ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ୍।
Sometimes We have to Pretend To Be Happy In life; Because Not Everyone can Understand Your Situation. ©️ Priyanka Priyadarshani Das