ସ୍ମୁତି ରେ ରହିଗଲ ତୁମେ.. କୋଡିଏ କୋଡିଏ ର ଯୁଦ୍ଧ ଥିଲା ଭୟଙ୍କର.. କିଛି ଅନୁଭୂତି ଦେଲ.. କିଛି ଭୟ ସୃଷ୍ଟି କରାଇଲ ହୃଦୟରେ.. ପୁଣି କିଛି ଆଶା ସଂଚାରିଲ ହୃଦୟ ରେ..
ବେଳେ ବେଳେ ଇଚ୍ଛା ହୁଏ ତୁମ ସାଙ୍ଗେ ଗପିବାକୁ.. ତୁମ ସହ ନିଜ ମନ ର ଭାବନା ପ୍ରକାଶ କରିବାକୁ.. ତୁମକୁ ସୁଖ ଦୁଃଖ କହିଯିବା ପାଇଁ କିନ୍ତୁ ଅଜଣା ଏକ ବିବେକ ବାଧା ଦିଏ ମତେ.. ମନ ପକେଇ ଦିଏ ସେଦିନ ର କଥା
ମାଆ ତୁମେ ସିଂହବାହିନୀ ତୁମେ ସର୍ବ ଶକ୍ତି ଦାୟିନୀ.. ତୁମେ ହିଁ କର୍ତ୍ତା.. ତୁମେ ସର୍ବଂସହା.. ମାଆ ତୁମେ ହିଁ ଜଗତ ଜନନୀ.. ତୁମ କୃପା ଆମ ଉପରେ ସବୁବେଳେ ରହିଥାଉ |
ସମ୍ପର୍କ ଭିନ୍ନ ଏଇ ସମ୍ପର୍କ... ଭିନ୍ନ ତାର ଭାଷା... ଭିନ୍ନ ତାର ଭାବନା.. ପୁଣି ଭିନ୍ନ ତାର କଳ୍ପନା..| ଯିଏ ବୁଝିଲା ତା ମୂଲ୍ୟ ସିଏ ପାଇଲା ସବୁକିଛି
love is the most beautiful feeling in this world.. and it is one of the necessary thing in everyone's life...
Life is the biggest exam.. every person appear the exam... but they don't know they passed the exam or failed..